Common physical examination
Here’s an example of the physical examinations in which a CHW is trained for a project in Odisha, India. As discussed previously, this is customizable into any local language and as per the client’s wants. Photos are attached with each general examination findings.
Telemedicine Physical Exam Handbook (Part 1)
ପରୀକ୍ଷା କରିବା ପୁର୍ବୁରୁ ହାତ ଧୋଇବା (Before doing any examinations, remember to wash your hands!)
ସାଧାରଣ ପରୀକ୍ଷା (General Examinations):
(1) ଅାଖି Eyes | ହଳଦିଅା Jaundice | କାମଳ ଅଛକି? | ହଁ / ନାଁ / /ଫଟ ନିଅ |
(2) ଅାଖି Eyes | ଧଳା Pallor | ରକ୍ତ ହୀନତା ଅଛି କି? | ଅଛି / ନାହିଁ |
(3) ହାତ Hands | ନଖ Nail abnormality | ନଖ ଫୁଲିଛି କି? ଯଦି ଅଛି ଫଟ ନିଅ | ଫୁଲା ଅଛି /ନଖ ଚାମୁଚି ଭଳି ପଶି ଯାଇଛି / ରଙ୍ଗ ପରିବର୍ତ୍ତନ ହେଉଛ/ ଠିକ୍ ଅଛି / ଫଟ ନିଅ |
4) | Nail Anemia | ନଖ ହଳଦିଆ ପଢିଛି କି? | ହଁ / ନାଁ |
(5) ବାହୁ Arm | ଚମଡ଼ା ପଶିଯିବା Pinch Skin | ଚମଡ଼ା ଟାଣି ହେଉଛିକି ? | ହଁ / ନାଁ |
(6) ଗୋଇଠି Ankle | ଗୋଇଠି ଫୁଲିବା1 Ankle Oedema | ଗୋଇଠି ଫୁଲିଛି କି? | ବାମ ହଁ/ ଡ଼ାହାଣ ହଁ/ ଦୁଇ ଗୋଡ/ ଫୁଲା ନାଁ / ଫଟ ନିଅ |
===========================================
ଲକ୍ଷଣ ଅନୁସାର ପରୀକ୍ଷା (Symptom –specific examinations):
(1) ମୁଣ୍ଡ Head | ଅଘାତ Injury | ମୁଣ୍ଡ ରେ କ୍ଷତ ଅଛି କି ନାହିଁ | ଅାଘାତ ନାହିଁ / ଆଘାତ କଡରେ / ଅାଘାତ ମଝିରେ / ଫଟ ନିଅ |
| ଫୁଲିବା Swelling | ଫୁଲା ଅଛିକି? ଯଦି ଅଛି ଫଟ ନିଅ | ଫୁଲା ନାହିଁ / ଫୁଲା କଡରେ / ଫୁଲା ମଝିରେ |
(2) କାନ Ear | ରକ୍ତବୋହିବା Bleeding | ରକ୍ତ ବୋହୁଛିକି? ଯଦି ଅଛି ଫଟ ନିଅ | ହଁ / ନାଁ / ଫଟ ନିଅ |
| କାନରୁ ପାଣି ବାହାରିବା Discharge | କାନରୁ କିଛି ବାହୁରୁଛି କି ?ଯଦି ଅଛି ଫଟ ନିଅ | ହଁ / ନାଁ /ଫଟ ନିଅ |
| Swelling | କାନରେ ଫୁଲା ଅଛି କି? | ହଁ / ନାଁ / ଫଟ ନିଅ |
| Redness | କାନ ଲାଲ ପଢିଛି କି? | ହଁ / ନାଁ /ଫଟ ନିଅ |
Procedure:
କାନ ବାହାରୁ ଦେଖିବା - Observe the ear from outside
କାନ ଟାଣି ଦେଖିବା - Hold the ear and pull it open
ଭିତର ଟର୍ଚ୍ଚରେ ଦେଖିବା - Shine a torch and look carefully inside the ear
ଯଦି ଦରକାର ତାହେଲେ ଫୋଟୋ ଉଠାଇବା - Take a picture as needed
This is not a exhaustive set. There are more than 140 variations of physical examination and vitals that include BP, height, weight, temperature, SpO2, respiratory rate and pulse.